ଅଧ କିଲୋ ବ୍ରାଉନ୍ସୁଗାର ଜବତ October 16, 2023 by Odisha କେନ୍ଦୁଝର ଟାଉନ୍ରୁ ପ୍ରାୟ ଅଧକିଲୋ ବ୍ରାଉନ୍ସୁଗାର ଜବତ କରିଛି ଟାଉନ ପୁଲିସ। ଏହି ଘଟଣାରେ ଜଣକୁ ଅଟକ ରଖିଛି ପୁଲିସ।