ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସୁରେନ୍ଦ୍ରଙ୍କ ୨ଟି ବହୁମହଲା ବିଲ୍ଡିଂ, ଫ୍ଲାଟ୍, ପ୍ଲଟ୍ ଜବତ ହୋଇଛି। ୪ଟି ମୂଲ୍ୟବାନ ପ୍ଲଟ୍, ୨.୩୩ ଲକ୍ଷ ନଗଦ ଟଙ୍କା ଏବଂ ପ୍ରାୟ ୫୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ରାଶି ମଧ୍ୟ ଜବତ କରିଛି ଭିଜିଲାନ୍ସ।