ଅଧିକାରୀଙ୍କୁ ତିନି ଦାୟିତ୍ୱ ପ୍ରସଙ୍ଗରେ ଅପରାଜିତାଙ୍କ ସମାଲୋଚନା

ଜଣେ ଆଧିକାରୀ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ ଏବଂ ଓଡିଶା ବ୍ରିଜ କନଷ୍ଟ୍ରକ୍ସନ କର୍ପୋରେସନ-ଓବିସିସିର ଚେୟାରମ୍ୟାନ ରହିବା ପ୍ରସଙ୍ଗରେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀର ସ୍ୱଛତା ଉପରେ ପ୍ରଶ୍ନ ଉଠାଇଛନ୍ତି l

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଓବିସିସି ନେଇଥିବାରୁ ଏ ବାବଦ ଅର୍ଥ ଦେବା ଓ ନେବା ଅଧିକାରୀ ଜଣେ ଥିବା କହି ସେ ସମାଲୋଚନା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes