ଅଦିନିଆ ବର୍ଷା ଜଳରେ ଦୈନିକ ବଜାର ଉବୁଟୁବୁ

ସୋନପୁର ଜିଲ୍ଲା ବୀରମହାରାଜପୁରରେ ଗତ ରାତିରେ ଅଦିନିଆ ବର୍ଷା ଯୋଗୁଁ ଦୈନିକ ପରିବା ବଜାର ଜଳମଗ୍ନ ହୋଇଛି।

ଏହା ଫଳରେ ବିକ୍ରେତା ଓ କ୍ରେତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପଞ୍ଚାୟତ କର୍ତ୍ତୁପକ୍ଷ ଙ୍କୁ ଯୋଗାଯୋଗ କରାଯିବାରୁ ଖୁବଶିଘ୍ର ନିଷ୍କାସନ କରାଯିବ ବୋଲି କହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes