ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରୁ ମିଳିଲାଣି ନଗଦ ୭ ଲକ୍ଷ ଟଙ୍କା (ଅପଡେଟ)

ବରମୁଣ୍ଡା ସ୍ଥିତ ବାସଭବନରୁ ପୁଳାପୁଳା ଟଙ୍କା, ସୁନା ଅଳଙ୍କାର, ଦାମୀ ଘଣ୍ଟା ସହ ଚଷମା ଠାବ କରିଛି ଭିଜିଲାନ୍ସ। ୬ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ।

ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁରରେ ଚାଲିଛି ରେଡ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes