ଅତାବିରା ବ୍ଲକରେ ପ୍ରବଳ କୂଆ ପଥର ବର୍ଷା

ଆଜି ଅତାବିରା ବ୍ଳକରେ ସନ୍ଧ୍ୟାରେ ଝଡ ତୋଫାନ ସହ ପ୍ରବଳ କୁଆପଥରମାଡହୋଇଛି। ଏଥିରେ ବହୁ ଚାଷୀ ଧାନ ତଥା ପନିପରିବାରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version