ଆଜି ବରଗଡ ଜିଲ୍ଲା ଅତାବିରା ଅଗ୍ରସେନ ଭବନଠାରେ ବିଜେପି କର୍ମକର୍ତ୍ତା ମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି।
ବିଜେପି ନଗର ସଭାପତି ସୁରେନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଜ୍ଯ ବିଜେପିର ମାନସ ମହାନ୍ତି ଯୋଗଦେଇ ବିଜେପି ସଂଗଠନ ବିଷୟରେ ଆଲୋଚନା କରିଥିଲେ।
Credible Local News of Odisha