ଅତାବିରାରେ ପଦ୍ମଶ୍ରୀ ହଳଧର ନାଗ

ଆଜି ସମୟ ୪ଟାରୁ ୮ଟ। ଯାଏଁ ଅତାବିରା ଅଗ୍ରସେନ ଧର୍ମଶାଳାରେ ପଦ୍ମଶ୍ରୀ ହଳଧର ନାଗଙ୍କ ଆତିଥ୍ୟ ରେ ମହାସମାରୋହରେ ସମ୍ବଲପୁରୀଦିନ ପାଳିତ ହୋଇଛି।

ବହୁ ସଂଖ୍ୟାରେ ସାଂସ୍କୃୁତିକ ଯୋଗ ଦେଇ ସମ୍ବଳପୂରୀ ନାଚ ଓ ଗୀତ ପ୍ରଦର୍ଶନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes