ଅଢେଇ ବର୍ଷର ଅନଭିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

୭୨ ଟି ଚିତ୍ର ଆଙ୍କି ଲୋକପ୍ରିୟ ହୋଇଥିବା ଅଢେଇ ବର୍ଷୀୟା ଅନଭି ଅଗ୍ରୱାଲଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିଛନ୍ତି।

ଏହି ସମୟରେ ଅନଭି ମୁଖ୍ୟମନ୍ତ୍ରୀଙ୍କ ଆଙ୍କିଥିବା ଏକ ଚିତ୍ର ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes