ଅଟୋ ଓଲଟି 5 ଛାତ୍ରଛାତ୍ରୀ ଆହତ

ରାଉରକେଲା ରିଙ୍ଗରୋଡ଼ରେ ଆଜି ସକାଳେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes