ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ନିକଟରେ ଜାତୀୟ ରାଜପଥରେ ଏକ ଅଟୋକୁ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ ପାଞ୍ଚ ଜଣଙ୍କ ଦୁର୍ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି l ସମସ୍ତ ମୃତକଙ୍କ ଘର ଗୋଟିଏ ଗ୍ରାମରେ ବୋଲି ଜଣାପଡିଛି l
Credible Local News of Odisha