ନିଜେ ଯାଆନ୍ତୁନି କମ୍ବା ଗୃହପାଳିତ ପଶୁ ନ ଛାଡ଼ିବାକୁ ୩ଟି ପଞ୍ଚାୟତ ସରପଞ୍ଚଙ୍କୁ ଚିଠି ଲେଖି ବାରଣ କରିଛନ୍ତି ଘଟଗାଁ ରେଞ୍ଜର।
ବଡ଼ଜାମୁପଶି, ଉପରଡିହା, ଆନନ୍ଦପୁର ଡିଭିଜନ କୋଳିମାଟି ପଞ୍ଚାୟତକୁ ଚିଠି ଲେଖାଯାଇଛି। କୌଣସି କ୍ଷତି ହେଲେ କ୍ଷତିପୂରଣ ମିଳିବନି ବୋଲି ଜଣାଇଛନ୍ତି। ବାଘ ନିୟମିତ ମଇଁଷି ମାରି ଖାଉଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।