ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ମଳମୁଣ୍ଡା ରାସ୍ତା ନିକଟରେ ଦୁର୍ଘଟଣା ଘଟିଛି।

ରାତିରେ ଅଜଣାଗାଡ଼ି ଧକ୍କାରେ ୨ ଜଣ ଗୁରୁତର ହୋଇଥିଲେ।ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes