ଅଙ୍ଗନବାଡ଼ି ୱେଲଫେୟାର ଆଣ୍ଡ ସର୍ଭିସ ଓଭର ନାଇଟ୍ ମନିଟରଙ୍ଗି Everywhere ଆପ୍। ଏହି ଆପ୍ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବେ ଅଙ୍ଗନବାଡ଼ି କର୍ମୀ।
ଏହା ସହ ଆପ୍ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ଫିଡ୍ ବ୍ୟାକ ଦେଇ ପାରିବେ। ଆପ୍ର ବିକାଶ ପାଇଁ NIPCCD ସହ ମହିଳା ଓ ଶିଶୁ ବିକାଶ ବିଭାଗ MOU କରିଛି।