ଅଙ୍ଗନବାଡ଼ି କର୍ମୀଙ୍କ ୮ ଦଫା ଦାବି ଜିଲ୍ଲାପାଳଙ୍କୁ ପ୍ରଦାନ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଳକର ଅଙ୍ଗନୱାଡ଼ି କର୍ମୀଙ୍କ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ଆସୋସିଏସନ୍ ପକ୍ଷରୁ ୮ ଦଫା ଦାବି ନେଇ କଚରି ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes