ଅଙ୍ଗନବାଡ଼ିରେ ପହଞ୍ଚିଲେ ଶିଶୁ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ରାଜନଗରରେ ଜାତିଆଣ ଆରୋପ ଅଭିଯୋଗ ଘଟଣାରେ ଘଡ଼ିଆମାଳ ଗ୍ରାମପଞ୍ଚାୟତ ନୂଆଗାଁ ଅଙ୍ଗନବାଡ଼ିରେ ପହଞ୍ଚିଲେ ଶିଶୁ।

ପ୍ରାୟ ୩ ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର। ପ୍ରଶାସନର ବୁଝାସୁଝା ପରେ ଅଭିଭାବକମାନେ ଶିଶୁଙ୍କୁ ଛାଡ଼ିଲେ।ଅଙ୍ଗନବାଡ଼ି କେନ୍ଦ୍ରରେ ଉପସ୍ଥିତ ଅଛନ୍ତି ସିଡିପିଓ, ରାଜନଗର ବିଧାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes