ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଝିଙ୍କପଦା ଛକ ଠାରେ ଥିବା ଗଭୀର ଡ୍ରେନ ମଧ୍ୟରେ ଏକ ଷଣ୍ଢଟି ଆଜି ମଧ୍ୟାହ୍ନରେ ପୋଖରୀ ମଧ୍ୟକୁ ପାଣି ପିଇବାକୁ ଯାଉଥିଲା ବେଳେ ଗଭୀର ଡ୍ରେନ ମଧ୍ୟକୁ ଗଳି ପଡିଥିଲା ।
ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦୀର୍ଘ ୨ଘଂଟା ଧରି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ମିଳିତ ସହାୟତାରେ ବହୁ କଷ୍ଟ ରେ ଡ୍ରେନ ମଧ୍ୟରେ ଉଦ୍ଧାର କରିଥିଲେ ।