ଅଗ୍ନିକାଣ୍ଡ ଘଟି ସିମେଣ୍ଟ ଓ ରଙ୍ଗ ଦୋକାନ ପୋଡି ପାଉଁଶ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ବଜାରରେ ଥିବା ସୁବ୍ରତ ପ୍ରଧାନଙ୍କର ସିମେଣ୍ଟ ଓ ରଙ୍ଗ ଦୋକାନରେ ବିଦ୍ୟୁତ ସର୍ଟ ସର୍କିଟ ଫଳରେ ଆଜି ସକାଳ ଅଗ୍ନିକାଣ୍ଡ ଘଟି ନଗଦ ୩୦ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version