ଅଗଷ୍ଟ ମାସରେ ସାଇବର ଠକ ଲୁଟିଛନ୍ତି 79 ଲକ୍ଷ ଟଙ୍କା

ଗତ ଅଗଷ୍ଟ ମାସରେ ସାଇବର ଠକ ମାନେ ମୋଟ 79 ଲକ୍ଷ 98 ହଜାର ଟଙ୍କା ଲୁଟିଥିବା ବେଳେ 6 ଲକ୍ଷ 18 ହଜାର ଟଙ୍କା ଫେରାଇ ଅଣାଯାଇଥିବା ଆଜି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି l
ସାଇବର ଠକ ମାନେ ମୋଟ 344 ଟି କଲ କରିଥିବା ବେଳେ 118 ଟି ଡେବିଟ କାର୍ଡ ଠକେଇ କରିଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes