ଅଖିମୁଠି ଅନୁକୂଳ କଲେ ବିଧାୟକ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ ଚଳିତ ବର୍ଷ ଚାଷୀକୂଳଙ୍କ ଅଖିମୁଠି ଅନୁକୂଳ କରିଛନ୍ତି ବିଧାୟକ ସୁଧିର କୁମାର ସାମଲ।

Leave a Comment