କଟକ CRRI ପରିସରରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ସହ ସିଏମ୍ କିଷାନ ସହାୟତା ରାଶି ବାଣ୍ଟିବେ। କୃଷି ରଥ ଓ ସିଡ୍ସ ଅନ ହ୍ବିଲ୍ର କରିବେ ଶୁଭାରମ୍ଭ। ବଡ଼ମ୍ବା ଆଖୁଚାଷୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବେ।
Credible Local News of Odisha