ଅକ୍ଷୟ ତୃତୀୟରେ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର

ଆଜି ପବିତ୍ର ଅକ୍ଷୟ ତୃତୀୟା l ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାରେ ଆଜିର ଦିନରେ ଚାଷୀ ଭାଇ ମାନେ ଅକ୍ଷି ମୁଠି ଅନୁକୂଳ କରିଥାନ୍ତି l ଏଥି ସହ ମା ଲକ୍ଷ୍ମୀଙ୍କ ପୂଜା କରି ଭଲ ଶସ୍ୟର କାମନା କରିଥାନ୍ତି l.

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes