ଅକ୍ଟୋବର 7 ରୁ ପାରାଦୀପରେ ଅଗ୍ନିବୀର ରାଲି, ଆଜିଠୁ ପଞ୍ଜିକରଣ

ଆସନ୍ତା ଅକ୍ଟୋବର 7 ରୁ 14 ତାରିଖ ପର୍ଯ୍ୟନ୍ତ ପାରାଦୀପରେ ପୁରୀ, ଭଦ୍ରକ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାର ଇଛୁକ ପ୍ରାର୍ଥୀ ମାନଙ୍କ ପାଇଁ ଭାରତୀୟ ସେନାର ଅଗ୍ନିବୀର ରାଲି ଅନୁଷ୍ଠିତ ହେବ l
ଏଥିପାଇଁ ଆଜିଠାରୁ ସେପ୍ଟେମ୍ବର 3 ତାରିଖ ମଧ୍ୟରେ ଅନଲାଇନରେ joinindianarmy.nic.in ରେ ପଞ୍ଜିକରଣ ବାଧ୍ୟତାମୂଳକ ବୋଲି ସେନା ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes