ଅକ୍ଟୋବର ୪ ଓ ୫ରେ ହେବ ପୋଲିସ ଏସଆଇ ପରୀକ୍ଷା

ଓଏମ୍ଆର ସିଟ୍‌ ଜରିଆରେ ଏସଆଇ ରାଙ୍କ୍‌ର ସମସ୍ତ CPSE-୨୦୨୪ ପରୀକ୍ଷା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା ଅନୁଷ୍ଠିତ ହେବ ନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୨୦ ପରଠୁ odishapolice.gov.inରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes